ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ବନ୍ଧିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ବନ୍ଧିତ   ବିଶେଷଣ

ଅର୍ଥ : ଯାହା ସହିତ ସମ୍ବନ୍ଧ ହୋଇଛି

ଉଦାହରଣ : ଏହା ଆପଣଙ୍କ ମକଦ୍ଦମା ସମ୍ବନ୍ଧିତ କାଗଜପତ୍ର,ଏହାକୁ ସମ୍ଭାଳି ରଖନ୍ତୁ ରାମାୟଣ ହିନ୍ଦୁ ଧର୍ମ ସହ ସମ୍ବନ୍ଧିତ

ସମକକ୍ଷ : ଜଡ଼ିତ

जिससे संबंध हो या हुआ हो।

ये आपके मुक़द्दमे से संबंधित काग़ज़ात हैं, इन्हें सम्भाल कर रखिए।
रामायण हिंदू धर्म से संबंधित है।
जुड़ा, मुताल्लिक, मुताल्लिक़, संबंधित, संबद्ध, सम्बन्धित

Being connected either logically or causally or by shared characteristics.

Painting and the related arts.
School-related activities.
Related to micelle formation is the...ability of detergent actives to congregate at oil-water interfaces.
related, related to

ଅର୍ଥ : କୌଣସି ବିଷୟ, କାର୍ଯ୍ୟ ବା ତଥ୍ୟ ସହ ସମ୍ପର୍କ ରଖିଥିବା ଲୋକ

ଉଦାହରଣ : ଖେଳ ବିଷୟକ କଥାରେ ତାର ବିଶେଷ ଆଗ୍ରହ

ସମକକ୍ଷ : ବିଷୟକ, ସମନ୍ଧୀୟ

किसी विषय, कार्य या तथ्य से संबंध रखनेवाला (यह शब्द प्रायः संज्ञा के साथ जुड़कर प्रयुक्त होता है)।

वह खेल विषयक बातों में रुचि लेता है।
अनुषंगी, अन्वयी, विषयक, संबंधी, संबंधीय, सम्बन्धी, सम्बन्धीय

Being connected either logically or causally or by shared characteristics.

Painting and the related arts.
School-related activities.
Related to micelle formation is the...ability of detergent actives to congregate at oil-water interfaces.
related, related to