ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାନୁପାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାନୁପାତ   ବିଶେଷ୍ୟ

ଅର୍ଥ : ଠିକ ମାତ୍ରାରେ

ଉଦାହରଣ : ଘିଅ ଓ ମହୁକୁ ସମାନୁପାତରେ ମିଳେଇ ତିଆରି କରାଯାଇଥିବା ମିଶ୍ରଣ ବିଷାକ୍ତ ହୋଇଥାଏ

ସମକକ୍ଷ : ସମାନଭାଗ, ସମାନମାତ୍ରା

बराबर मात्रा।

घी और शहद को समानुपात में मिलाकर बनाया गया मिश्रण विषाक्त होता है।
समानुपात

Balance among the parts of something.

proportion, symmetry

ଅର୍ଥ : କୌଣସି ବସ୍ତୁର ଭିନ୍ନ ଭିନ୍ନ ଅଙ୍ଗରେ ହେଉଥିବା ସେହି ତୁଳନାତ୍ମକ ସମ୍ବନ୍ଧ ଯାହା ଆକାର,ପ୍ରକାର,ବିସ୍ତାର ଆଦି ବିଚାରରେ ସ୍ଥିର ହୋଇଥାଏ ଏବଂ ଯେଉଁଥିରେ ସେହି ସବୁ ଅଙ୍ଗରେ ସଙ୍ଗତି,ସାମଞ୍ଜସ୍ୟ ସ୍ବରୂପତା ଆସେ

ଉଦାହରଣ : ଭାରତୀୟ ଜାତୀୟ ପତାକାର ତିନୋଟି ରଙ୍ଗର କ୍ଷୈତିଜ ପଟିଗୁଡିକ ସମାନୁପାତରେ ଅଛି

किसी वस्तु के भिन्न-भिन्न अंगों में होने वाला वह तुलनात्मक संबंध जो आकार, प्रकार, विस्तार आदि के विचार से स्थिर होता है और जिससे उन सब अंगों में संगति, सामंजस्य स्वरूपता आती है।

भारतीय राष्ट्रीय ध्वज की तीन रंगों की क्षैतिज पट्टियाँ समानुपात में हैं।
समानुपात

Harmonious arrangement or relation of parts or elements within a whole (as in a design).

In all perfectly beautiful objects there is found the opposition of one part to another and a reciprocal balance.
balance, proportion, proportionality