ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାନବାୟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାନବାୟୁ   ବିଶେଷ୍ୟ

ଅର୍ଥ : ଶରୀରର ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ପାଚକ ଅଗ୍ନି ନିକଟସ୍ଥ ଆମାଶୟ ଓ ଗ୍ରହଣୀରେ ରହେ

ଉଦାହରଣ : ସମାନବାୟୁର କାର୍ଯ୍ୟ ହେଉଛି ଖାଦ୍ୟ ପାଚନ କରିବା, ଅଗ୍ନିକୁ ବଳ ପ୍ରଦାନ କରିବା ତଥା ରସ,ମଳ ଓ ମୂତ୍ରକୁ ପୃଥକ କରିବା

ସମକକ୍ଷ : ସମାନ

शरीरस्थ पाँचवायु में से एक जो पाचक अग्नि के समीप आमाशय और ग्रहणी में रहती है।

समान वायु का कार्य अन्न को पचाना,अग्नि को बल प्रदान करना तथा रस, पुरीष और मूत्र को पृथक करना है।
समान, समान वायु, समानवायु