ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାଧାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାଧାନ   ବିଶେଷ୍ୟ

ଅର୍ଥ : ବୁଝିବିଚାରି ଠିକ୍‌ ନିର୍ଣ୍ଣୟ କରିବା ବା ପରିଣାମ ବାହାର କରିବା କ୍ରିୟା

ଉଦାହରଣ : ମୋ ସମସ୍ୟାର ସମାଧାନ ହୋଇଗଲା

ସମକକ୍ଷ : ନିରାକରଣ

सोच-समझकर ठीक निर्णय करने या परिणाम निकालने की क्रिया।

मेरी समस्या का समाधान इतना आसान नहीं है।
अपाकरण, निपटारा, निबटारा, निराकरण, समाधान, हल

The successful action of solving a problem.

The solution took three hours.
solution