ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସପ୍ତଋଷି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସପ୍ତଋଷି   ବିଶେଷ୍ୟ

ଅର୍ଥ : ସାତଋଷିଙ୍କ ସମୂହ

ଉଦାହରଣ : ଗୌତମ,ଭରଦ୍ୱାଜ,ବିଶ୍ୱାମିତ୍ର,ଜମଦଗ୍ନି,ବଶିଷ୍ଠ,କଶ୍ୟପ ଏବଂ ଅତ୍ରି ଏମାନଙ୍କୁ ସପ୍ତଋଷି କୁହାଯାଏମହାଭାରତ ଅନୁସାରେ ମାରୀଚି,ଅତ୍ରି,ଅଙ୍ଗିରା,ପୁଲହ,କ୍ରତୁ,ପୁଲସ୍ତ୍ୟ ଏବଂ ବଶିଷ୍ଠ ଏ ହେଉଛନ୍ତି ସପ୍ତଋଷି

ସମକକ୍ଷ : ସପ୍ତର୍ଷି

सात ऋषियों का समूह।

गौतम, भरद्वाज, विश्वामित्र, जमदग्नि, वसिष्ठ, कश्यप और अत्रि इन्हे सप्तर्षि कहते हैं।
महाभारत के अनुसार मारीचि, अत्रि, अंगिरा, पुलह, क्रतु, पुलस्त्य और वसिष्ठ ये सप्तर्षि हैं।
सप्त ऋषि, सप्तऋषि, सप्तर्षि

ଅର୍ଥ : ଯେଉଁ ସାତୋଟି ତାରା ଏକାସାଥିରେ ଧ୍ରୁବର ପରିକ୍ରମା କରୁଥିବାବେଳେ ଉତ୍ତର ଦିଗରେ ଦେଖାଯାନ୍ତି

ଉଦାହରଣ : ପ୍ରତି ରାତିରେ ସପ୍ତର୍ଷିମଣ୍ଡଳକୁ ଆକାଶରେ ଦେଖିହେବ

ସମକକ୍ଷ : ସପ୍ତର୍ଷି, ସପ୍ତର୍ଷିମଣ୍ଡଳ

वे सात तारे जो साथ रहकर ध्रुव की परिक्रमा करते हुए उत्तर दिशा में दिखाई पड़ते हैं।

हर रात सप्तर्षि को आकाश में देखा जा सकता है।
सप्त ऋषि, सप्तऋषि, सप्तर्षि

A group of seven bright stars in the constellation Ursa Major.

big dipper, charles's wain, dipper, plough, wagon, wain