ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଦ୍‌ଗୁରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଦ୍‌ଗୁରୁ   ବିଶେଷ୍ୟ

ଅର୍ଥ : ଧର୍ମଗ୍ରନ୍ଥଗୁଡିକ ଅନୁସାରେ ଆଧ୍ୟାତ୍ମିକ ଜ୍ଞାନ ଦେଉଥିବା ବା ପଥ ପ୍ରଦର୍ଶକ ଯେଉଁ ଗୁରୁଙ୍କର ସ୍ବାନୁଭୁତି ହୋଇସାରିଛି ଏବଂ ଯେ ସାଧନାର ଠିକ ରାସ୍ତା ବା ପ୍ରଣାଳୀ ବତାଇ ପାରନ୍ତି

ଉଦାହରଣ : ଲୋକମାନଙ୍କ ମନରେ ସବୁବେଳେ ଏହି ପ୍ରଶ୍ନ ଉଠେ ଯେ ପରିଣାମତଃ ସଦଗୁରୁଙ୍କୁ ଚିହ୍ନି ହେବ କେମିତି

ସମକକ୍ଷ : ସତ୍‌ଗୁରୁ, ସୁତୀର୍ଥ

ଅର୍ଥ : ସତ୍‌ ଏବଂ ଭଲ ଗୁରୁ

ଉଦାହରଣ : ରାମାନନ୍ଦ, ପରମହଂସଆଦି ସଦ୍‌ଗୁରୁ ଥିଲେ ଧର୍ମଶାସ୍ତ୍ରରେ ସଦ୍‌ଗୁରୁଙ୍କର ଅନନ୍ତ ମହିମାର ବର୍ଣ୍ଣନା ରହିଛି

धर्मग्रंथों के अनुसार आध्यात्मिक ज्ञान देने वाला या पथ-प्रदर्शक वह सच्चा और अच्छा गुरु जिसे स्वानुभूति हो चुकी हो और जो साधना का ठीक मार्ग या प्रणाली बतला सके।

रामानन्द, परमहंस आदि सद्गुरु थे।
धर्मशास्त्रों में सद्गुरु की अनंत महिमा बताई गई है।
सतगुरु, सद्गुरु, सुतीर्थ

An authority qualified to teach apprentices.

master, professional