ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଞ୍ଚିତ ବସ୍ତୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଞ୍ଚିତ ବସ୍ତୁ   ବିଶେଷ୍ୟ

ଅର୍ଥ : ଭବିଷ୍ୟତପାଇଁ ବା ବିଶେଷ ଉଦ୍ଦେଶ୍ୟ ନିମନ୍ତେ ବଞ୍ଚାଇ ରଖାଯାଉଥିବା ବସ୍ତୁ

ଉଦାହରଣ : ସମୟ ଆସିଲେ ସଞ୍ଚିତ ବସ୍ତୁର ଉପଯୋଗ ହୁଏ

ସମକକ୍ଷ : ସଞ୍ଚିତ, ସଞ୍ଚୟ

* भविष्य के लिए या विशेष उद्धेश्य के लिए बचाकर रखी गई वस्तु।

समय आने पर संचित वस्तु का उपयोग किया जाएगा।
संचित वस्तु, संचित-वस्तु

Something kept back or saved for future use or a special purpose.

backlog, reserve, stockpile