ଅର୍ଥ : ସଙ୍ଗୀତ ଶାସ୍ତ୍ର ଅନୁସାରେ କୌଣସି ଗୀତରଚାରି ଚରଣମଧ୍ୟରୁ ତୃତୀୟ
ଉଦାହରଣ :
ତୁମେ ସଂଚାରୀକୁ ଠିକ ଭାବେ ଗାଇଲନାହିଁ
ସମକକ୍ଷ : ସଂଚାରୀ
ଅର୍ଥ : ମୁଖ୍ୟ ଭାବକୁ ପୁଷ୍ଟ ବା ସହାୟତା କରୁଥିବା ସାହିତ୍ୟର ଏକ ଭାବ
ଉଦାହରଣ :
ଏହି ପଂକ୍ତିରେ ସଞ୍ଚାରୀଭାବ ଅଛି
ସମକକ୍ଷ : ସଂଚାରୀ, ସଂଚାରୀ ଭାବ, ସଞ୍ଚାରୀ ଭାବ