ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଚ୍ଚାପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଚ୍ଚାପଣ   ବିଶେଷ୍ୟ

ଅର୍ଥ : ସଦଗତି, ଭଲ ସ୍ୱଭାବ କିମ୍ବା ଚୋରି, ଛଳ କପଟ ନକରିବା ବୃତ୍ତି ବା ଭାବ

ଉଦାହରଣ : ଅବିନାଶ ବାବୁ ପ୍ରତ୍ୟେକ କାମ ସଚ୍ଚୋଟତା ସହିତ କରିଥାନ୍ତି

ସମକକ୍ଷ : ସଚ୍ଚୋଟତା, ସଚ୍ଚୋଟପଣିଆ

चित्त में सद्वृत्ति या अच्छी नीयत, चोरी या छल-कपट न करने की वृत्ति या भाव।

अविनाश जी प्रत्येक काम ईमानदारी के साथ करते हैं।
ईमानदारी, ख़ुलूस, खुलूस, दयानतदारी, सच्चाई, सच्चापन

The quality of being honest.

honestness, honesty

ଅର୍ଥ : ସଚ୍ଚା ହେବାର ଅବସ୍ଥା ବା ଭାବ

ଉଦାହରଣ : ଏହା ବି ଗୋଟିଏ ସଚ୍ଚାପଣ ଯେଣୁ ସେ ତୁମକୁ ଢେର୍ ପସନ୍ଦ କରନ୍ତି

ସମକକ୍ଷ : ସାଧୁତା

सच्चा होने की अवस्था या भाव।

यह भी एक सच्चाई है कि वह आपको बहुत पसंद करता है।
सच्चाई, सच्चापन