ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଚ୍ଚରିତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଚ୍ଚରିତ୍ର   ବିଶେଷଣ

ଅର୍ଥ : ଭଲ ଚରିତ୍ର ବା ଭଲ ସ୍ୱଭାବର

ଉଦାହରଣ : ସଚରିତ୍ର ବ୍ୟକ୍ତି ହିଁ ସମାଜର ପ୍ରକୃତ କର୍ଣ୍ଣଧାର

ସମକକ୍ଷ : ଚରିତ୍ରବାନ, ଶିଷ୍ଟାଚାରୀ, ସଦାଚାରୀ, ସୁଶୀଳ

अच्छे चरित्र या चाल-चलनवाला।

सच्चरित्र व्यक्ति ही समाज के सच्चे कर्णधार होते हैं।
अनूचान, आचारवान, चरित्रवान, नेकचलन, शिष्टाचारी, सच्चरित्र, सदाचारी, सुशील

Morally excellent.

virtuous

ଅର୍ଥ : ଭଲ ଚରିତ୍ରର

ଉଦାହରଣ : ସଚ୍ଚରିତ୍ରା ମହିଳାଙ୍କ ଆଭୂଷଣ ହେଉଛି ସଚ୍ଚରିତ୍ର

ସମକକ୍ଷ : ଚରିତ୍ରବତୀ, ସଦାଚାରିଣୀ, ସାଧ୍ୱୀ

अच्छे चरित्रवाली।

सच्चरित्रा महिला का आभूषण उसका सच्चरित्र ही है।
चरित्रवती, शीलवती, सच्चरित्रा, सदाचारिणी, साध्वी

Morally excellent.

virtuous