ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଉତୁଣୀ ବୋଉ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଉତୁଣୀ ବୋଉ   ବିଶେଷ୍ୟ

ଅର୍ଥ : ମା’ଙ୍କର ସଉତୁଣୀ

ଉଦାହରଣ : ରାମର ସଉତୁଣୀ ମା’ ଜଣେ ଧର୍ମ ପରାୟଣ ମହିଳା

ସମକକ୍ଷ : ସଉତୁଣୀ ମା’, ସାବତ ବୋଉ, ସାବତ ମା’

पिता की दूसरी पत्नी अर्थात माता की सौत।

राम की सौतेली माँ एक धर्मपरायण महिला हैं।
दुमाता, धन्या, मतेई, मातृका, मातृगंधिनी, मातृसपत्नी, मैभा, मैभा महतारी, विमाता, सौतेली माँ, सौतेली माता

The wife of your father by a subsequent marriage.

stepmother