ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଯୋଜକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଯୋଜକ   ବିଶେଷ୍ୟ

ଅର୍ଥ : ସଭା-ସମିତିଆଦିର ଜଣେ ସଦସ୍ୟ ଯେ ତାହାର ବୈଠକ ଡାକିଥାନ୍ତି

ଉଦାହରଣ : କିଛି ଜରୁରୀ କାରଣ ବଶତଃ ସଂଯୋଜକ ଆଜିର ସଭା ଡାକିଛନ୍ତି

ସମକକ୍ଷ : ସଂଯୋଜକ କର୍ତ୍ତା, ସଂଯୋଜନ କର୍ତ୍ତା

सभा-समिति आदि का वह सदस्य जो उसकी बैठकें बुलाता है।

कुछ ज़रूरी कारणवश संयोजक ने आज की सभा बुलाई।
संयोजक, संयोजन कर्ता, संयोजन कर्त्ता, संयोजनकर्ता, संयोजनकर्त्ता

The member of a group whose duty it is to convene meetings.

convener

ଅର୍ଥ : ଯେ ଯୋଡ଼େ ବା ମିଶାଇଥାଏ

ଉଦାହରଣ : ଏହି ଦୁଇଟି ସହର ମଧ୍ୟରେ ଏହି ପୋଲ ଏକ ସଂଯୋଜକ

ସମକକ୍ଷ : ଯୋଜକ, ସଂଯୋଗକାରୀ

वह जो जोड़े या मिलाए।

इन दोनों शहरों के बीच यह पुल एक योजक है।
योजक, संयोजक

An instrumentality that connects.

He soldered the connection.
He didn't have the right connector between the amplifier and the speakers.
connecter, connection, connective, connector, connexion

ଅର୍ଥ : ଦୁଇଟି ପୃଷ୍ଠକୁ ଏକାଠି ଲଗାଉଥିବା ବା ଯୋଡ଼ୁଥିବା ପଦାର୍ଥ

ଉଦାହରଣ : ଅଠା ଗୋଟିଏ ଭଲ ସଂଯୋଜକ

दो सतहों को चिपकाने या जोड़ने वाला पदार्थ।

गोंद एक अच्छा आसंजक है।
आसंजक, आसञ्जक

ଅର୍ଥ : ବ୍ୟାକରଣରେ ଏହି ଶବ୍ଦ ଯାହା ଦୁଇଟି ଶବ୍ଦ ବା ବାକ୍ୟକୁ ଯୋଡ଼ିବାପାଇଁ ବ୍ୟବହାର କରାଯାଇଥାଏ

ଉଦାହରଣ : ତଥା ଏବଂ ଆଦି ସଂଯୋଜକ ପଦ

ସମକକ୍ଷ : ସଂଯୋଜକ ଶବ୍ଦ

व्याकरण में वह शब्द जो दो शब्दों अथवा वाक्यों के बीच में उन्हें जोड़ने के लिए आता है।

तथा, और आदि संयोजक हैं।
योजक, संयोजक, संयोजक शब्द

An uninflected function word that serves to conjoin words or phrases or clauses or sentences.

conjunction, conjunctive, connective, continuative

ସଂଯୋଜକ   ବିଶେଷଣ

ଅର୍ଥ : ଦୁଇଟି ଜିନିଷକୁ ସଂଯୋଗ କରୁଥିବା

ଉଦାହରଣ : କିଛି ସମାସଯୁକ୍ତ ଶବ୍ଦଗୁଡ଼ିକ ମଧ୍ୟରେ ସଂଯୋଜକ ଚିହ୍ନ ରହିଛି

जोड़ने या मिलाने वाला।

कुछ सामासिक शब्दों के मध्य योजक चिह्न होते हैं।
योजक, संयोगी, संयोजक