ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂପ୍ରଦାୟବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂପ୍ରଦାୟବାଦୀ   ବିଶେଷ୍ୟ

ଅର୍ଥ : ଯେ ନିଜ ସଂପ୍ରଦାୟକୁ ସବୁଠୁ ଭଲ ଓ ଅନ୍ୟ ସଂପ୍ରଦାୟକୁ ହେୟ ବା ତୁଚ୍ଛ ମଣେ

ଉଦାହରଣ : ବେଳେବେଳେ ସଂପ୍ରଦାୟବାଦୀମାନଙ୍କଯୋଗୁଁ ସମାଜରେ ଅସ୍ଥିରତା ବଢ଼ିଥାଏ

वह जो अपने सम्प्रदाय को सबसे अच्छा और दूसरे सम्प्रदायों को हेय या तुच्छ समझता हो।

कभी-कभी सम्प्रदायवादियों के कारण समाज में अस्थिरता उत्पन्न हो जाती है।
संप्रदायवादी, सम्प्रदायवादी