ଅର୍ଥ : ଏକ ପ୍ରକାର ଆମ୍ବ
ଉଦାହରଣ :
ସଂଦେରଶା ଆମ୍ବ ରସୁଆଳ ଓ ମିଠା
ସମକକ୍ଷ : ସଂଡେରଶା ଆମ୍ବ, ସଂଦେରଶା, ସଂଦେରଶା ଆମ୍ବ, ସଣ୍ଡେରଶା, ସଣ୍ଡେରଶା ଆମ୍ବ, ସନ୍ଦେରଶା, ସନ୍ଦେରଶା ଆମ୍ବ
ଅର୍ଥ : ସଂଦେରଶା ବା ସଂଡେରଶା ଆମ୍ବର ଗଛ
ଉଦାହରଣ :
ବଗିଚାର ସଂଦେରଶା ଆମ୍ବ ଗଛ ଶୁଖି ଗଲାଣି
ସମକକ୍ଷ : ସଂଡେରଶା ଆମ୍ବ ଗଛ, ସଂଡେରଶା ଗଛ, ସଂଦେରଶା, ସଂଦେରଶା ଆମ୍ବ ଗଛ, ସଂଦେରଶା ଗଛ, ସନ୍ଦେରଶା, ସନ୍ଦେରଶା ଆମ୍ବ ଗଛ, ସନ୍ଦେରଶା ଗଛ