ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୂଳୀପଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୂଳୀପଟା   ବିଶେଷ୍ୟ

ଅର୍ଥ : ଫାଶୀ ପାଇବା ବ୍ୟକ୍ତିକୁ ଯେଉଁ ଉଚ୍ଚ ତିନିଗୋଡିଆ ବା ଚାରିକୋଣିଆ ଟେବୁଲ ବା ଢାଞ୍ଚା ଉପରେ ଛିଡା କରାଇ ତା ବେକରେ ଫାଶୀ ଦଉଡି ଲଗାଯାଏ

ଉଦାହରଣ : ଶୂଳୀପଟାରେ ଛିଡା ହୋଇ ବି ଭଗତସିଂହ ବନ୍ଦେମାତରମ ଗୀତ ଗାଇଥିଲେ

वह ऊँची तिपाई या चौखटा या ढाँचा जिसमें फाँसी पाने वाले अपराधियों को खड़ा करके उनके गले में फाँसी का फंदा लगाया जाता है।

टिकठी पर खड़े होकर भी भगतसिंह ने वंदेमातरम का गीत गाया।
टिकठी

A platform from which criminals are executed (hanged or beheaded).

scaffold