ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୀତଳ ଯୁଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୀତଳ ଯୁଦ୍ଧ   ବିଶେଷ୍ୟ

ଅର୍ଥ : ଭିତରେ ଭିତରେ କରାଯାଉଥିବା ଏଭଳି କାମ ଯାହା ପ୍ରତ୍ୟକ୍ଷ ଭାବରେ ଯୁଦ୍ଧ ରୂପ ଧାରଣ ନକଲେ ମଧ୍ୟ ଯୁଦ୍ଧର ମୁଖ୍ୟ ଉଦ୍ଦେଶ୍ୟକୁ ସଫଳ କରିଥାଏ

ଉଦାହରଣ : ଆତଙ୍କବାଦ ଭଳି ଗମ୍ଭୀର ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ଶୀତଳ ଯୁଦ୍ଧ ଘୋଷଣା କରିବା ଆବଶ୍ୟକ

दो गुटों, समूहों या व्यक्तियों के बीच की प्रतिद्वंद्विता और तनाव की वह स्थिति जो खुले और हिंसक टकराव को रोकती है।

उन दोनों भाइयों के बीच के शीत युद्ध की जानकारी सभी को है।
ठंडा युद्ध, शीत युद्ध, शीतयुद्ध

A state of political hostility between countries using means short of armed warfare.

cold war

ଅର୍ଥ : ବିନା ଯୁଦ୍ଧରେ କୌଣସି ଦେଶ ଭିତରେ ଦେଖାଦେଉଥିବା ରାଜନୈତିକ ସଂକଟ

ଉଦାହରଣ : ୧୯୪୭ରୁ୧୯୯୦ ପର୍ଯ୍ୟନ୍ତ ସଂଯୁକ୍ତ ରାଜ୍ୟ ସଙ୍ଘ ଓ ସୋଭିଏତ ୟୁନିୟନ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା

बिना युद्ध किए किन्हीं देशों के बीच होने वाली राजनीतिक विद्वेष की अवस्था।

१९४५ से १९९० तक संयुक्त राज्य संघ और सोवियत यूनियन के बीच शीत युद्ध चलता रहा।
शीत युद्ध, शीतयुद्ध

A state of political hostility between countries using means short of armed warfare.

cold war