ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଳ୍ପୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଳ୍ପୀ   ବିଶେଷ୍ୟ

ଅର୍ଥ : ଖୋଦେଇ କରିବାବାଲା ବା ଧାତୁ, କାଠ, ପଥରଆଦି ଉପରେ କମକୁଟ କରିବାବାଲା କାରିଗର

ଉଦାହରଣ : ଶିଳ୍ପୀ ଆଜି କାମକୁ ଅସିନାହିଁ

नक्काशी करने वाला या धातु, लकड़ी, पत्थर आदि पर बेल-बूटे उकेरने वाला कारीगर।

नक्काश आज काम पर नहीं आया है।
उत्कीर्णक, नक्क़ाश, नक्काश

A skilled worker who can inscribe designs or writing onto a surface by carving or etching.

engraver

ଅର୍ଥ : ଶିଳ୍ପକାମ କରୁଥିବା ବ୍ୟକ୍ତି

ଉଦାହରଣ : ତାଜମହଲ କୁଶଳ ଶିଳ୍ପୀମାନଙ୍କର ଏକ ଅନୁପମ କୃତି

ସମକକ୍ଷ : କାରିଗର, ଶିଳ୍ପକାର

शिल्प का कार्य करने वाला व्यक्ति।

ताजमहल कुशल शिल्पियों की एक अनुपम कृति है।
दस्तकार, नागरक, शिल्पकार, शिल्पी, हस्तशिल्पी

A professional whose work is consistently of high quality.

As an actor he was a consummate craftsman.
craftsman