ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଳାଖଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଳାଖଣ୍ଡ   ବିଶେଷ୍ୟ

ଅର୍ଥ : ଗୃହନିର୍ମାଣ ସାମଗ୍ରୀ ରୂପେ ବ୍ୟବହୃତ ହେଉଥିବା ଯେଉଁ ନିର୍ଦ୍ଦିଷ୍ଟ ଆକାରର ଶିଳାଖଣ୍ଡ କୌଣସି ବିଶେଷ ଉଦ୍ଦେଶ୍ୟରେ ତିଆରି ହୋଇଥାଏ

ଉଦାହରଣ : ଏହି ଭବନର କାନ୍ଥଗୁଡ଼ିକ ଶଙ୍ଖ ମଲମଲ ପଥରରେ ତିଆରି ହୋଇଛି

ସମକକ୍ଷ : ପଥର

* भवन सामग्री आदि के रूप में उपयोग होने वाला वह निश्चित आकार का शिला-खण्ड जो किसी विशेष उद्देश्य से बनाया गया होता है।

इस भवन की दीवारें संगमरमर के पत्थर से बनी हैं।
पत्थर, शिला-खंड, शिला-खण्ड, शिलाखंड, शिलाखण्ड

Building material consisting of a piece of rock hewn in a definite shape for a special purpose.

He wanted a special stone to mark the site.
stone

ଅର୍ଥ : ବିଶେଷକରି ଚେପେଟା ପଥର ଖଣ୍ଡ

ଉଦାହରଣ : ପଥର ଖଣ୍ଡ ଖସିପଡ଼ିବାରୁ ଦୁଇଜଣ ଲୋକଙ୍କର ମୃତ୍ୟୁ ହୋଇଗଲା

ସମକକ୍ଷ : ପଥରଖଣ୍ଡ

पत्थर का विशेषकर चपटा टुकड़ा।

चट्टान खिसकने से दो लोगों की मौत हो गयी।
चट्टान, पाषाण शिला, प्रस्तर खंड, प्रस्तर खण्ड, शिलाखंड, शिलाखण्ड

A lump or mass of hard consolidated mineral matter.

He threw a rock at me.
rock, stone