ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାଶୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାଶୁ   ବିଶେଷ୍ୟ

ଅର୍ଥ : ସ୍ୱାମୀର ବିଚାରରେ ତା ସ୍ତ୍ରୀର ମାଆ

ଉଦାହରଣ : ଶ୍ୟାମର ଶାଶୁ ଜଣେ ଧାର୍ମିକ ମହିଳା

ଅର୍ଥ : ସ୍ୱାମୀ ବା ସ୍ତ୍ରୀଙ୍କ ମାଆ

ଉଦାହରଣ : କୌଶଲ୍ୟା ସୀତାଙ୍କ ଶାଶୁ ଥିଲେ

पति या पत्नी की माता।

कौशल्या सीता की सास थीं।
आर्या, श्वश्रू, सास, सासु

The mother of your spouse.

mother-in-law