ଅର୍ଥ : ଶଂଖ ଭଳି ଯେଉଁ କୀଟ ନଦୀ, ଜଳାଶୟ ପ୍ରଭୃତିରେ ଦେଖାଯାଏ
ଉଦାହରଣ :
କିଛି ଲୋକ ଗେଣ୍ଡାକୁ ଖାଦ୍ୟ ରୂପରେ ବ୍ୟବହାର କରନ୍ତି
ସମକକ୍ଷ : ଗେଣ୍ଡା
ଅର୍ଥ : ଶଙ୍ଖ ଆଦି ଭଳି କଠିନ ଆବରଣ ଭିତରେ ରହୁଥିବା ଏକ ଜଳଜନ୍ତୁ
ଉଦାହରଣ :
ଶାମୁକା ପାଣିରେ ଧୀରେଧୀରେ ଆଗକୁ ଯାଉଛି
ସମକକ୍ଷ : ଶିପ
ଅର୍ଥ : ଶାମୁକା ନାମକ ଜନ୍ତୁର ଆବରଣ
ଉଦାହରଣ :
ମାଆ ଶାମୁକାରେ ଆମ୍ବ ଛେଲୁଛନ୍ତି
ଅର୍ଥ : ଯେଉଁ ଶାମୁକାରେ ଛୋଟପିଲାଙ୍କୁ ଦୁଧ ପିଆଯାଏ
ଉଦାହରଣ :
ଶୀଲା ଶାମୁକାରେ ପିଲାକୁ ଦୁଧ ପିଆଉଛି
ଅର୍ଥ : ଯେଉଁ ଶାମୁକାକୁ ପଥରରେ ଘଷି କଣା କରାଯାଇ ସେଥିରେ ଆମ୍ବ ଚଞ୍ଛାଯାଏ
ଉଦାହରଣ :
ମାଆ ଆଚାର ତିଆରି କରିବାପାଇଁ ଆମ୍ବକୁ ଶାମୁକାରେ ଚାଞ୍ଛୁଛନ୍ତି