ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାବଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାବଳ   ବିଶେଷ୍ୟ

ଅର୍ଥ : ଲୁହାନିର୍ମିତ ମୋଟା ଛଡ଼ ଆକାରର ଟିକେ ଲମ୍ବା ଯେଉଁ ଉପକରଣଦ୍ୱାରା ମାଟିଆଦିରେ ଗର୍ତ୍ତ କରାଯାଏ

ଉଦାହରଣ : ଗଉଡ ଖୁଣ୍ଟ ପୋତିବାପାଇଁ ଶାବଳରେ ମାଟି ଖୋଳୁଛି

लोहे की बनी एक मोटी छड़ के आकार का थोड़ा लंबा उपकरण जिससे मिट्टी आदि में छेद करते हैं।

ग्वाला खूँटा गाड़ने के लिए खंते से मिट्टी खोद रहा है।
अवदारक, अवदारण, आख, खंता, खनता, खनित्र, खन्ता, रम्मा, रामा

ଅର୍ଥ : ଗୋଟିଏ ପ୍ରକାରର ଉପକରଣ

ଉଦାହରଣ : ଶାବଳ ଲୁହାରେ ତିଆରି ହୋଇଥାଏ

एक प्रकार का औजार।

सावर लोहे का बना होता है।
सावर