ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାଣ ପଥର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାଣ ପଥର   ବିଶେଷ୍ୟ

ଅର୍ଥ : ଯେଉଁ ପଥର ଉପରେ ହତିଆର ଆଦି ଘଷି ଧାର କରାଯାଏ

ଉଦାହରଣ : ରାମ ଚାକୁକୁ ଶାଣରେ ଘଷି ଧାର କରୁଛି

वह पत्थर जिस पर रगड़कर अस्त्रों आदि की धार तेज की जाती है।

राम चाकू को सान पर रगड़कर तेज कर रहा है।
काष, शाण, सन, सान

A flat stone for sharpening edged tools or knives.

whetstone

ଅର୍ଥ : ଯେଉଁ ପଥରରେ ଛୁରୀଆଦିକୁ ଶାଣଦିଆଯାଏ

ଉଦାହରଣ : କ୍ଷୁରରେ ଧାର ଦେବାପାଇଁ ହଜ୍ଜାମ ସବୁବେଳେ ନିଜ ନିକଟରେ ଶାଣ ପଥର ରଖିଥାଏ

वह पत्थर जिससे चाकू आदि पर सान चढ़ाते हैं।

हज्जाम उस्तरे में सान देने के लिए सदा अपने पास करंड रखते हैं।
करंड, कुरुल पत्थर

ଅର୍ଥ : ହତିଆର ଧାର କରିବାପାଇଁ ବ୍ୟବହାର କରାଯାଉଥିବା ଏକ ପ୍ରକାର ଶାଣ ପଥର

ଉଦାହରଣ : ସେ ଶାଣ ପଥରରେ ହତିଆର ଧାର କରୁଛି

हथियार तेज करने का एक प्रकार का सान का पत्थर।

वह खरसान पर हथियार तेज कर रहा है।
खरसान

A flat stone for sharpening edged tools or knives.

whetstone

ଅର୍ଥ : ଉପକରଣକୁ ଧାର କରିବା ପଥର ଖଣ୍ଡ

ଉଦାହରଣ : ସେ ଧାରପଥରରେ ହଂସୁଆ ଧାର କରୁଛି

ସମକକ୍ଷ : ଧାରପଥର

औज़ार की धार तेज़ करने का पत्थर का टुकड़ा।

वह पथरी से हँसिया में धार कर रहा है।
कुरंड पत्थर, पथरी, सिल्ली

A flat stone for sharpening edged tools or knives.

whetstone