ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାଗୁଆ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାଗୁଆ ହେବା   କ୍ରିୟାପଦ

ଅର୍ଥ : ନୂଆଗଛ ପତ୍ରଯୁକ୍ତ ଓ ସବୁଜ ହେବା

ଉଦାହରଣ : ପାଣି ପାଇବାରୁ ଶୁଖି ଯାଇଥିବା ଗଛ ପଲ୍ଲବିତ ହେଲା

ସମକକ୍ଷ : ପଲ୍ଲବିତ ହେବା

नये पौधे का पत्तेयुक्त और हराभरा होना।

पानी मिलते ही सूख रहा पौधा पनपने लगा।
पनपना, पल्लवित होना, बिकसना, लहलहाना, विकसित होना, सब्ज़ाना, सब्जाना

ଅର୍ଥ : ଗଛପତ୍ର ଶାଗୁଆ ଦେଖାଯିବା

ଉଦାହରଣ : ପାଣି ପଡ଼ିବାକ୍ଷଣି ଖରାରେ ମଉଳି ଯାଇଥିବା ଗଛ ସବୁଜ ହୋଇଗଲା

ସମକକ୍ଷ : ସବୁଜ ହେବା

पेड़-पौधों का हरा होना।

पानी पड़ते ही धूप में कुम्हलाए पौधे हरिया गए।
हरियाना

Turn or become green.

The trees are greening.
green