ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶସ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶସ୍ତ୍ର   ବିଶେଷ୍ୟ

ଅର୍ଥ : ସେହି ସାଧନ ଯେଉଁଥିରେ ଯୁଦ୍ଧଆଦି ସମୟରେ ଶତ୍ରୁ ଉପରେ ଆକ୍ରମଣ ତଥା ଆତ୍ମରକ୍ଷା କରାଯାଏ

ଉଦାହରଣ : ସେ ଏକ ଧାରବାଲା ଶସ୍ତ୍ରରେ ସିଂହକୁ ଆଘାତ କଲା

हाथ में पकड़कर दूसरों को मारने के काम आनेवाला वह साधन जिससे युद्ध आदि के समय शत्रु पर आक्रमण किया जाता है तथा आत्मरक्षा भी की जाती है।

उसने एक धारदार हथियार से शेर पर वार किया।
अय, शस्त्र, हथियार, हस्तास्त्र

Any instrument or instrumentality used in fighting or hunting.

He was licensed to carry a weapon.
arm, weapon, weapon system