ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାପାଖରେ କୌଣସି ଅସ୍ତ୍ରଶସ୍ତ୍ର ନ ଥାଏ
ଉଦାହରଣ : ଯୁଦ୍ଧରେ ନିରସ୍ତ୍ର ଯୋଦ୍ଧା ଉପରେ ଆକ୍ରମଣ କରିବା ଅଧର୍ମ
ସମକକ୍ଷ : ଅସ୍ତ୍ରହୀନ, ନିରସ୍ତ୍ର
जिसके पास कोई अस्त्र या शस्त्र न हो।
(used of persons or the military) not having or using arms.
ଅର୍ଥ : ବିନା ହତିଆରର
ଉଦାହରଣ : ଅର୍ଜୁନ ଶସ୍ତ୍ରବିହୀନ କର୍ଣ୍ଣଙ୍କ ଉପରକୁ ବାଣ ନିକ୍ଷେପକଲେ
ସମକକ୍ଷ : ଶସ୍ତ୍ରବିହୀନ
बिना हथियार का।
Without a weapon.
ସଂସ୍ଥାପନ କରନ୍ତୁ