ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଜିନିଷର ଦାମ୍ କମିଯିବାର ଅବସ୍ଥା
ଉଦାହରଣ : ଶସ୍ତା କାରଣରୁ ଅଧିକ ଜିନିଷ ବିକ୍ରି ହେଲା
सस्ता या कम मूल्य के होने की अवस्था, क्रिया या भाव।
A price below the standard price.
ଅର୍ଥ : ଯେଉଁ ସମୟରେ ଜିନିଷଗୁଡ଼ିକ ଶସ୍ତାରେ ମିଳେ
ଉଦାହରଣ : ଏହି ଘଣ୍ଟା ମୁଁ ଶସ୍ତାରେ କିଣିଥିଲି
वह समय जब वस्तुएँ सस्ते में मिलें।
ଅର୍ଥ : ଯାହାର ଦାମ୍ କମ୍ ହୋଇଯାଇଛି
ଉଦାହରଣ : ଏଠାରେ ଶସ୍ତା ଜିନିଷ ବିକ୍ରି ହୁଏ
जिसका भाव कम हो गया हो या कम दाम में मिलने वाला।
Relatively low in price or charging low prices.
ଅର୍ଥ : ଯାହା କମ୍ ମୂଲ୍ୟର
ଉଦାହରଣ : ଫୁଟ୍ପାଥରେ ଶସ୍ତା ଜିନିଷ ମିଳେ
ସମକକ୍ଷ : ଅଳ୍ପଦାମ୍, ଅଳ୍ପମୂଲ୍ୟ, କମ୍ଦାମ୍
जो कम मूल्य का हो।
ସଂସ୍ଥାପନ କରନ୍ତୁ