ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଲ୍ୟକଣ୍ଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଲ୍ୟକଣ୍ଠ   ବିଶେଷ୍ୟ

ଅର୍ଥ : କଣ୍ଟାଯୁକ୍ତ ଶରୀର ବିଶିଷ୍ଟ ଏକ ଛୋଟ ଜଙ୍ଗଲୀ ଜନ୍ତୁ

ଉଦାହରଣ : କେତେକ ଧାର୍ମିକ ଅନୁଷ୍ଠାନରେ ଝିଙ୍କ କଣ୍ଟା ଆବଶ୍ୟକ ହୋଇଥାଏ

ସମକକ୍ଷ : ଝିଙ୍କ, ଶଲ୍ଲକୀ

एक छोटा जंगली जन्तु जिसके शरीर पर काँटे होते हैं।

कई धार्मिक अनुष्ठानों में साही के काँटे की आवश्यकता पड़ती है।
बरही, शल्यकंठ, शल्लक, शल्लकी, शाही, श्वाविध, साही, सेधा, सेही

Relatively large rodents with sharp erectile bristles mingled with the fur.

hedgehog, porcupine