ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶବ୍ଦାଡ଼ମ୍ବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶବ୍ଦାଡ଼ମ୍ବର   ବିଶେଷ୍ୟ

ଅର୍ଥ : ବଡ଼ ବଡ଼ ଶବ୍ଦଗୁଡ଼ିକ ଯେଭଳି ପ୍ରୟୋଗ କଲେ ଭାବହୀନତା ସୃଷ୍ଟିହୁଏ

ଉଦାହରଣ : କୌଣସି ସାହିତ୍ୟ ରଚନା କରିବା ସମୟରେ ଶବ୍ଦାଡ଼ମ୍ବରକୁ ଏଡ଼ାଇବା ଉଚିତ

ସମକକ୍ଷ : ଶବ୍ଦାଡଂବର

बड़े-बड़े शब्दों का ऐसा प्रयोग जिससे भावहीनता आ जाए।

कोई रचना करते समय शब्दांबर से बचना चाहिए।
शब्दाडंबर, शब्दाडम्बर

Pompous or pretentious talk or writing.

blah, bombast, claptrap, fustian, rant

ଅର୍ଥ : ସାଧାରଣ କଥା କହିବାପାଇଁ ବଡ଼ବଡ଼ ଶବ୍ଦ ବା ଜଟିଳ ବାକ୍ୟର ପ୍ରୟୋଗ

ଉଦାହରଣ : ନେତାଙ୍କ ବାକ୍ୟଜାଲରେ ସରଳ ଜନତା ପଡ଼ିଯାନ୍ତି

ସମକକ୍ଷ : ବାକ୍ୟଜାଲ, ଶବ୍ଦଜାଲ

साधारण सी बात कहने के लिए बड़े-बड़े शब्दों और जटिल वाक्यों का प्रयोग।

नेताओं के वाक्जाल में भोली-भाली जनता फँस जाती है।
वाक्जाल, शब्दजाल, शब्दाडंबर, शब्दाडम्बर

Overabundance of words.

verbalism, verbiage