ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶବ୍ଦାବଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶବ୍ଦାବଳୀ   ବିଶେଷ୍ୟ

ଅର୍ଥ : ବିଷୟ ଅଥବା କାର୍ଯ୍ୟ ସମ୍ବନ୍ଧିତ ଶବ୍ଦର ସୂଚୀ

ଉଦାହରଣ : ଇଂରେଜୀ ଶିକ୍ଷୟତ୍ରୀ ପାଠ ସମାପ୍ତ କରିବା ପରେ ଶ୍ରେଣୀର ସମସ୍ତ ଛାତ୍ରଙ୍କୁ ଶବ୍ଦାବଳୀ ତିଆରି କରିବା ପାଇଁ କହିଲେ

विषय अथवा कार्य-संबंधी शब्दों की सूची।

अंग्रेजी की शिक्षिका ने पाठ समाप्त करते ही कक्षा के सभी छात्रों को शब्दावली तैयार करने के लिए कहा।
शब्दावली

A listing of the words used in some enterprise.

vocabulary

ଅର୍ଥ : କୌଣସି ବାକ୍ୟର କଥନ ଅଥବା ରଚନାରେ ବ୍ୟବହୃତ ଶବ୍ଦଗୁଡ଼ିକର କ୍ରମ ବା ପ୍ରକାର

ଉଦାହରଣ : ଶବ୍ଦାବଳୀର ଅନୁରୂପ ହିଁ ବାକ୍ୟ ରଚନା କରିବା ଉଚିତ୍‌

किसी वाक्य कथन अथवा रचना में प्रयुक्त शब्दों का प्रकार या क्रम।

शब्दावली के अनुरूप ही वाक्य रचना करनी चाहिए।
शब्दावली

The manner in which something is expressed in words.

Use concise military verbiage.
choice of words, diction, phraseology, phrasing, verbiage, wording