ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋକସଭା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋକସଭା   ବିଶେଷ୍ୟ

ଅର୍ଥ : ପ୍ରତିନିଧି-ସତ୍ତାତ୍ମକ ଦେଶରେ ସାଧାରଣ ଲୋକମାନଙ୍କଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ସଭା ଯେଉଁଠି ସରକାରଙ୍କ ଆଇନ ପ୍ରଣୟନ କରାଯାଏ

ଉଦାହରଣ : ଲୋକସଭା ପ୍ରତିନିଧି ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥାନ୍ତି

प्रतिनिधि-सत्तात्मक देशों में साधारण जनता के चुने हुए प्रतिनिधियों की वह सभा जो विधान आदि बनाती है।

लोकसभा के प्रतिनिधि जनता द्वारा प्रत्यक्ष रूप से चुने जाते हैं।
निचला सदन, निम्न सदन, लोक सभा, लोक-सभा, लोकसभा