ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋକପାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋକପାଳ   ବିଶେଷ୍ୟ

ଅର୍ଥ : ଜନ ସାଧାରଣଙ୍କ ହିତର ସୁରକ୍ଷା ନିମନ୍ତେ ନିଯୁକ୍ତ ବ୍ୟକ୍ତି,ସମୂହ ବା ସଂସ୍ଥା

ଉଦାହରଣ : ଯଦି କୌଣସି ନାଗରିକର କାମ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନ ହୁଏ,ତେବେ ଲୋକପାଳ ଦାୟୀ ଅଧିକାରୀଙ୍କ ଉପରେ ଜରିମାନା ଧାର୍ଯ୍ୟ କରିବେ ଏବଂ ସେହି ଜରିମାନା ଅଭିଯୋଗକର୍ତ୍ତାଙ୍କୁ କ୍ଷତିପୂରଣ ଆକାରରେ ମିଳିବ

जन समूह के हितों की रक्षा करने के लिए नियुक्त व्यक्ति, समूह या संस्था।

यदि किसी नागरिक का काम तय समय सीमा में नहीं होता है, तो लोकपाल, जिम्मेदार अधिकारी पर जुर्माना लगाएगा और वह जुर्माना शिकायतकर्ता को मुआवज़े के रूप में मिलेगा।
लोकपाल

A government appointee who investigates complaints by private persons against the government.

ombudsman