ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋକନାଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋକନାଚ   ବିଶେଷ୍ୟ

ଅର୍ଥ : ଯେଉଁ ନୃତ୍ୟ ବା ନାଚ ଗାଁ ଗଣ୍ଡାରେ ହୁଏ

ଉଦାହରଣ : ବିଦ୍ୟାଳୟର ବାର୍ଷିକ ସମାରୋହରେ ପିଲାମାନେ ନାନା ରକମର ଲୋକନୃତ୍ୟ ପ୍ରସ୍ତୁତ କଲେ

ସମକକ୍ଷ : ଲୋକନୃତ୍ୟ

वे नृत्य या नाच जो गाँवों में नाचे जाते हैं।

विद्यालय के वार्षिक समारोह में बच्चों ने तरह-तरह के लोकनृत्य प्रस्तुत किए।
लोक नृत्य, लोक-नृत्य, लोकनृत्य

A style of dancing that originated among ordinary people (not in the royal courts).

folk dance, folk dancing