ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେଙ୍ଗୁଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେଙ୍ଗୁଟି   ବିଶେଷ୍ୟ

ଅର୍ଥ : ଅଣ୍ଟାରେ ବନ୍ଧା ଯାଉଥିବା ଏକ ପୋଷାକ ଯେଉଁଥିରେ କେବଳ ଯୌନାଙ୍ଗ ଏବଂ ନିତମ୍ବ ଢାଙ୍କି ହୋଇ ରହେ

ଉଦାହରଣ : ବ୍ୟାୟାମଶାଳାରେ ଲୋକେ କାଛା ପିନ୍ଧି ବ୍ୟାୟାମ କରନ୍ତି

ସମକକ୍ଷ : କାଛା, କୌପୁନି

कमर पर बाँधने का वह पहनावा जिससे केवल उपस्थ और चूतड़ ढके रहते हैं।

व्यामशाला में लोग लँगोट पहन कर व्याम करते हैं।
लँगोट, लँगोटा, लंगर, लंगोट, लंगोटा

A garment that provides covering for the loins.

breechcloth, breechclout, loincloth

ଅର୍ଥ : ଛୋଟ କୌପୁନି

ଉଦାହରଣ : ଛୋଟ ପିଲାଙ୍କୁ କୌପୀନ ପିନ୍ଧାଯାଏ

ସମକକ୍ଷ : କଉପୁନି, କୌପୀନ

छोटा लंगोट।

छोटे बच्चों को लँगोटी पहनायी जाती है।
धटिका, धटी, लँगोटी, लंगोटी

Garment consisting of a folded cloth drawn up between the legs and fastened at the waist. Worn by infants to catch excrement.

diaper, napkin, nappy