ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁହାଟିଆ ହେଇଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁହାଟିଆ ହେଇଯିବା   କ୍ରିୟାପଦ

ଅର୍ଥ : ଲୁହା ସଂପର୍କରେ ଆସି କୌଣସ ଖାଦ୍ୟବସ୍ତୁ ଲୁହାର ରଙ୍ଗ ବା ସ୍ୱାଦ ଭଳି ଲାଗିବା

ଉଦାହରଣ : ଲୁହାପାତ୍ରରେ ରହିବାଯୋଗୁଁ ଦହି ଲୁହାଟିଆ ହେଇଗଲାଣି୤

ସମକକ୍ଷ : ଲୁହାଳିଆ ହେଇଯିବା

लोहे के संपर्क में आने के कारण किसी खाद्य वस्तु में लोहे का रंग या स्वाद आ जाना।

लौहपात्र में रखने के कारण दही लोहा गया है।
लोहाना