ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁପ୍ତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁପ୍ତ ହେବା   କ୍ରିୟାପଦ

ଅର୍ଥ : ନିଜ ଜିନିଷ ବା ପ୍ରାପ୍ୟ ଧନ ଅନ୍ୟ କାହାରି ଅଧିକାରକୁ ଚାଲିଯିବା ବା ରହିଯିବା

ଉଦାହରଣ : ବଣ୍ଟାବଣ୍ଟି ସମୟରେ ଅନେକ ସମ୍ପତ୍ତି ଛପିଗଲା

ସମକକ୍ଷ : ଛପିଯିବା, ହସ୍ତାନ୍ତର ହେବା

अपनी चीज़ या प्राप्य धन का किसी दूसरे के अधिकार में चला जाना या रह जाना।

बँटवारे के समय बहुत सम्पत्ति दब गई।
दबना

ଅର୍ଥ : ଅସ୍ତିତ୍ତ୍ୱରେ ନ ରହିବା

ଉଦାହରଣ : ଧୀରେ ଧୀରେ ଜୀବମାନଙ୍କର ବହୁ ପ୍ରଜାତିଗୁଡ଼ିକ ବିଲୁପ୍ତ ହେଉଛନ୍ତି

ସମକକ୍ଷ : ଅଦୃଶ୍ୟ ହେବା, ବିଲୁପ୍ତ ହେବା, ହଜି ଯିବା

अस्तित्व में न रह जाना।

धीरे-धीरे जीवों की कई प्रजातियाँ विलुप्त हो रही हैं।
अदृश्य होना, काफ़ूर हो जाना, काफ़ूर होना, काफूर हो जाना, काफूर होना, ग़ायब होना, मिटना, लुप्त होना, विलुप्त होना

Become extinct.

Dinosaurs died out.
die off, die out