ଅର୍ଥ : ଭାରତର ମିଜୋରାମ ରାଜ୍ୟର ଏକ ଜିଲ୍ଲା
ଉଦାହରଣ :
ଲୁଙ୍ଗଲେଈ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଲୁଙ୍ଗଲେଈ ସହରରେ ଅବସ୍ଥିତ
ସମକକ୍ଷ : ଲୁଂଗଲେଈ ଜିଲ୍ଲା, ଲୁଙ୍ଗଲେଈ, ଲୁଙ୍ଗଲେଈ ଜିଲ୍ଲା
ଅର୍ଥ : ଭାରତର ମିଜୋରାମ ରାଜ୍ୟର ଏକ ସହର
ଉଦାହରଣ :
ଲୁଙ୍ଗଲେଈ ସହରରେ ତାଙ୍କର ବାଉଁଶ ଗୋଦାମ ଅଛି
ସମକକ୍ଷ : ଲୁଂଗଲେଈ ସହର, ଲୁଙ୍ଗଲେଈ, ଲୁଙ୍ଗଲେଈ ସହର