ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଞ୍ଜିତାରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଞ୍ଜିତାରା   ବିଶେଷ୍ୟ

ଅର୍ଥ : ଏକ ସୌରମଣ୍ଡଳୀୟ ବସ୍ତୁ ଯାହା ପଥର, ଧୂଳି, ବରଫ ଏବଂ ଗ୍ୟାସଦ୍ୱାରା ତିଆରି ହୋଇଥାଏ ଏବଂ ତାହା ଗ୍ରହମାନଙ୍କ ପରି ସୂର୍ୟ ଚାରିପଟେ ପରିକ୍ରମା କରେ

ଉଦାହରଣ : ଧୂମକେତୁ ବେଳେ ବେଳେ ଦେଖାଯାଏ

ସମକକ୍ଷ : ଧୂମକେତୁ

एक सौरमण्डलीय वस्तु जो पत्थर, धूल, बर्फ़ और गैस का बना एक छोटा खंड होता है और यह ग्रहों के समान सूर्य की परिक्रमा करता है।

धूमकेतु कभी-कभी दिखाई देता है।
आहिक, केतु, दुमतारा, धूम, धूमकेतु, पुच्छल तारा, पुच्छलतारा, विकेश, शिखी

(astronomy) a relatively small extraterrestrial body consisting of a frozen mass that travels around the sun in a highly elliptical orbit.

comet

ଲାଞ୍ଜିତାରା   ବିଶେଷଣ

ଅର୍ଥ : ଯାହା ପଛରେ ପୁଚ୍ଛ ଭଳି କୌଣସି ଜିନିଷ ଲାଗି ଥାଏ

ଉଦାହରଣ : ଗଲାରାତିରେ ପୂର୍ବାକାଶରେ ଲଞ୍ଜାତାରା ପଡ଼ିଥିଲା

ସମକକ୍ଷ : ଲଞ୍ଜାତାରା, ଲାଙ୍ଗୁଡିଆ, ଲାଙ୍ଗୁଳା

जिसके पीछे पूँछ जैसी कोई चीज लगी हो।

कुछ तारे पुच्छल होते हैं।
दुमदार, पुँछल, पुच्छल

Having a tail of a specified kind. Often used in combination.

tailed