ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଜକୁଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଜକୁଳା   ବିଶେଷଣ

ଅର୍ଥ : ସଙ୍କୋଚ କରିବା ବ୍ୟକ୍ତି

ଉଦାହରଣ : ମୋହନ ଅତି ଲାଜକୁଳା ସ୍ୱଭାବର ପିଲା

ସମକକ୍ଷ : ଲାଜୁଆ

संकोच करने वाला या जिसमें संकोच हो।

मोहन बहुत संकोची स्वभाव का लड़का है।
व्रीड़ित, संकोची

Self-consciously timid.

I never laughed, being bashful; lowering my head, I looked at the wall.
bashful

ଅର୍ଥ : ଯେ ଅନ୍ୟମାନଙ୍କ ସାମ୍ନାକୁ ଯିବାକୁ ଦ୍ୱିଧା କରେ

ଉଦାହରଣ : ମୋହନ ଭଳି ଲାଜକୁଳା ପିଲାଦ୍ୱାରା ଏ କାର୍ଯ୍ୟ ହୋଇପାରିବ ନାହିଁ

ସମକକ୍ଷ : ଲାଜୁଆ

जो औरों के सामने जाने में हिचकता हो।

मोहन जैसे मुँहचोर लड़के से यह कार्य नहीं होगा।
मुँहचोर