ଅର୍ଥ : ଥାଇଲ୍ୟାଣ୍ଡ ତଥା ଲାଓସ ଦେଶର ମେକୋଙ୍ଗ ନଦୀର ତଟରେ ବାସ କରୁଥିବା ବୌଦ୍ଧ ଲୋକମାନଙ୍କର ଭାଷା
ଉଦାହରଣ :
ବୌଦ୍ଧ ଭିକ୍ଷୁକ ଲାଓରେ କିଛି କହୁଥିଲେ
ସମକକ୍ଷ : ଲାଓ ଭାଷା
ଅର୍ଥ : ଥାଇଲ୍ୟାଣ୍ଡ ତଥା ଲାଓସ ଦେଶର ମେକୋଙ୍ଗ ନଦୀତଟରେ ବାସ କରୁଥିବା ଲୋକ
ଉଦାହରଣ :
ଲାଓ ବୌଦ୍ଧ ଧର୍ମର ଅନୁଗାମୀ
ସମକକ୍ଷ : ଲାଓସ ବାସୀ
ଅର୍ଥ : ଲାଓସ ସଂବନ୍ଧିତ ବା ଲାଓସର
ଉଦାହରଣ :
ସଂଜନାର ଲାଓ ସଂସ୍କୃତିରେ ଅଧିକ ରୂଚି
ଅର୍ଥ : ଲାଓ ଭାଷା ସହିତ ସଂବନ୍ଧିତ ବା ଲାଓ ଭାଷାର
ଉଦାହରଣ :
ସେ ବୁଦ୍ଧଙ୍କ ବିଷୟରେ ଲାଓ ଗ୍ରନ୍ଥରୁ ଅଧିକ ଜ୍ଞାନ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି