ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଳିତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଳିତା   ବିଶେଷ୍ୟ

ଅର୍ଥ : ରାଧିକାଙ୍କର ଜଣେ ସଖୀ

ଉଦାହରଣ : ରାଧିକାଙ୍କ ଆଠଜଣ ପ୍ରଧାନ ସଖୀଙ୍କ ମଧ୍ୟରୁ ଲଳିତା ଜଣେ ଥିଲେ

राधिका की एक सखी।

ललिता राधिका की आठ प्रधान सखियों में से एक थीं।
ललिता

An imaginary being of myth or fable.

mythical being

ଅର୍ଥ : ଏକ ରାଗିଣୀ

ଉଦାହରଣ : କେତେକ ବିଦ୍ୱାନ ଲଳିତାକୁ ମେଘରାଗ ଏବଂ କେତେକ ବସନ୍ତ ରାଗର ସହଚରୀ ବୋଲି ଆଖ୍ୟା ଦିଅନ୍ତି

एक रागिनी।

कुछ विद्वान ललिता को मेघराग तो कुछ बसंत राग की सहचरी बताते हैं।
ललिता

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ଏକ ବର୍ଣ୍ଣବୃତ୍ତ

ଉଦାହରଣ : ଲଳିତାର ପ୍ରତ୍ୟେକ ଚରଣରେ କ୍ରମାନ୍ୱୟରେ ତଗଣ,ଜଗଣ ଓ ରଗଣ ଥାଏ

एक वर्णवृत्त।

ललिता के प्रत्येक चरण में क्रम से तगण,जगण और रगण होते हैं।
ललिता

(prosody) a system of versification.

poetic rhythm, prosody, rhythmic pattern