ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲବ   ବିଶେଷ୍ୟ

ଅର୍ଥ : ଗଣିତ ଅନ୍ତର୍ଗତ ଭିନ୍ନ ସଂଖ୍ୟାର ଉପର ସଂଖ୍ୟା ଯାହା ହରର ଭାଗ ଦର୍ଶାଇଥାଏ

ଉଦାହରଣ : ଆଜି ଗଣିତ ପିରିୟଡ଼୍‌ରେ ଗୁରୁଜୀ ଲବ ଓ ହର ସମ୍ବନ୍ଧୀ ପାଠ ବୁଝାଇଲେ

गणित के अंतर्गत भिन्न संख्या में ऊपर वाली संख्या जो हर के भागों का बोध कराती है।

आज गणित के घंटे में गुरुजी ने अंश और हर संबंधी बातों को बताया।
अंश, अंश संख्या

The dividend of a fraction.

numerator

ଅର୍ଥ : ରାମଚନ୍ଦ୍ରଙ୍କ ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ

ଉଦାହରଣ : ବାଲ୍ମିକୀ ଲବ ଏବଂ କୁଶଙ୍କର ଗୁରୁ ଥିଲେ

रामचंद्रजी के दो पुत्रों में से एक।

वाल्मिकी लव और कुश के गुरु थे।
लव

An imaginary being of myth or fable.

mythical being