ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲବଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲବଣ   ବିଶେଷ୍ୟ

ଅର୍ଥ : ଖାଦ୍ୟପଦାର୍ଥରେ ଏକ ବିଶେଷ ଧରଣର ସ୍ୱାଦ ପାଇବାପାଇଁ ଅଳ୍ପ ପରିମାଣରେ ପକାଯାଉଥିବା ଏକ ପ୍ରକାର କ୍ଷାର ପଦାର୍ଥ

ଉଦାହରଣ : ଲୁଣ ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରେ

ସମକକ୍ଷ : ଲୁଣ

भोज्य पदार्थों में एक विशेष स्वाद उत्पन्न करने के लिए थोड़ी मात्रा में डाला जाने वाला एक क्षार पदार्थ।

नमक भोजन को स्वादिष्ट बना देता है।
नमक, नून, नोन, पटु, रामरस, लवण, लोन

White crystalline form of especially sodium chloride used to season and preserve food.

common salt, salt, table salt

ଅର୍ଥ : ମଧୁ ନାମକ ଦୈତ୍ୟର ପୁତ୍ର

ଉଦାହରଣ : ଶତ୍ରୁଘ୍ନ ଲବଣାସୁରକୁ ମାରିଥିଲେ

ସମକକ୍ଷ : ଲବଣାସୁର

मधु नामक दैत्य का पुत्र।

लवणासुर को शत्रुघ्न ने मारा था।
लवण, लवणासुर

ଅର୍ଥ : ଏକ ଯୌଗିକ ଯାହା ଅମ୍ଳର ହାଇଡ୍ରୋଜେନ୍‌ ଧାତୁଦ୍ୱାରା ପ୍ରତିସ୍ଥାପନ ହେବା ପରେ ତିଆରି ହୋଇଥାଏ

ଉଦାହରଣ : ସୋଡ଼ା ଏକ ଲବଣ

एक यौगिक जो अम्ल के हाइड्रोजन का धातु द्वारा प्रतिस्थापन होने पर बनता है।

सोडा एक लवण है।
लवण

A compound formed by replacing hydrogen in an acid by a metal (or a radical that acts like a metal).

salt