ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଫାଫା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଫାଫା   ବିଶେଷ୍ୟ

ଅର୍ଥ : କାଗଜର ଏକ ଚାରିକୋଣିଆ ଘର ବା ଆଚ୍ଛାଦନ ଯାହା ଭିତରେ ଚିଠିଆଦି ରଖାଯାଏ

ଉଦାହରଣ : ବାପାଙ୍କଦ୍ୱାରା ପଠା ଯାଇଥିବା ଲଫାଫା ପାଇ ସେ ବହୁତ ଖୁସି ହେଲା

कागज का वह चौकोर घर या पुट जिसके अंदर चिट्ठियाँ आदि रखी जाती हैं।

पिताजी द्वारा भेजा हुआ लिफाफा पाकर वह बहुत प्रसन्न हुआ।
लिफ़ाफ़ा, लिफाफा