ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୋଗୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୋଗୀ   ବିଶେଷ୍ୟ

ଅର୍ଥ : ଯେଉଁ ଲୋକମାନେ ରୋଗୀ

ଉଦାହରଣ : ମଦର ଟେରେସା ନିଜର ସାରାଜୀବନ ଅସୁସ୍ଥ ଲୋକଙ୍କ ସେବାରେ କଟାଇଦେଲେ

ସମକକ୍ଷ : ଅସୁସ୍ଥଲୋକ, ବେମାରଲୋକ

* वे लोग जो बीमार हों।

मदर टेरेसा ने अपना सारा जीवन बीमारों की सेवा में बिता दिया।
बीमार लोग, बीमारों, रोगियों, रोगी लोग

People who are sick.

They devote their lives to caring for the sick.
sick

ଅର୍ଥ : ଯାହାକୁ କୌଣସି ରୋଗ ହୋଇଛି

ଉଦାହରଣ : ଚିକିତ୍ସା ଅଭାବରୁ ଅଧିକାଂଶ ଗ୍ରାମୀଣ ରୋଗୀ ମରିଯାଆନ୍ତି

ସମକକ୍ଷ : ବିମାର, ମଳୁ

वह जिसे कोई रोग हुआ हो।

इलाज के अभाव में अधिकांश ग्रामीण रोगी मर जाते हैं।
पेशंट, पेशंट्स, पेशेंट, बीमार, मरीज, मरीज़, रोगी

A person who requires medical care.

The number of emergency patients has grown rapidly.
patient

ରୋଗୀ   ବିଶେଷଣ

ଅର୍ଥ : ଯିଏ କୌଣସି ରୋଗରେ ପୀଡ଼ିତ

ଉଦାହରଣ : ଅନୁନ୍ନତ କ୍ଷେତ୍ରରେ ଅଧିକାଂଶ ରୋଗୀ ଔଷଧ ଅଭାବରୁ ମରିଯାନ୍ତି

ସମକକ୍ଷ : ଅସୁସ୍ଥ, ପୀଡ଼ିତ, ବେମାର, ରୋଗଗ୍ରସ୍ତ, ରୋଗଣା, ରୋଗଣିଆ

जो किसी रोग से पीड़ित हो।

पिछड़े क्षेत्रों में अधिकांश रोगी व्यक्ति दवा के अभाव में मर जाते हैं।
अनमन, अनमना, अनरसा, अनारोग्य, अपाटव, अमहत, अलील, अस्वस्थ, आर्त, आर्त्त, बीमार, रुग्ण, रुजी, रोगग्रस्त, रोगी, व्याधित

Somewhat ill or prone to illness.

My poor ailing grandmother.
Feeling a bit indisposed today.
You look a little peaked.
Feeling poorly.
A sickly child.
Is unwell and can't come to work.
ailing, indisposed, peaked, poorly, seedy, sickly, under the weather, unwell