ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୂପକାଳଙ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୂପକାଳଙ୍କାର   ବିଶେଷ୍ୟ

ଅର୍ଥ : ଯେଉଁଠାରେ ଗୁଣର ଅତ୍ୟନ୍ତ ସମାନତାହେତୁ ଉପମେୟରେ ଉପମାନର ଅଭେଦ ଆରୋପିତ ହୁଏ

ଉଦାହରଣ : ନାରୀ ମୁଖରେ ଚନ୍ଦ୍ରର ଆରୋପଣ କଲେ ସେଠାରେ ରୂପକାଳଙ୍କାର ହୁଏ

जहाँ गुण की अत्यंत समानता के कारण उपमेय में उपमान का अभेद आरोपण हो।

मैया मैं तो चंद्र खिलौना लैहों में चंद्रमा में खिलौना का आरोप होने से रुपकालंकार है।
रूपक, रूपक अलंकार, रूपकालंकार