ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରିହାତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରିହାତି   ବିଶେଷ୍ୟ

ଅର୍ଥ : ଯାହା କରିବା ବା ନେବା ଉଚିତ୍‌ ହେଉଛି ତା’ ଠାରୁ ନିଆଯାଉଥିବା କମ୍ ପରିମାଣ

ଉଦାହରଣ : ଏହି ଦୋକାନରେ ସବୁ ଜିନିଷ ରିହାତିରେ ମିଳିଥାଏ

जितना किया या लिया जाना उचित हो उसमें की गई कमी।

इस दुकान में सभी वस्तुएँ रिआयत पर मिलती हैं।
छूट, डिस्काउंट, डिस्काउन्ट, रिआयत, रियायत

A point conceded or yielded.

They won all the concessions they asked for.
concession

ଅର୍ଥ : ସାଧାରଣ ଲୋକଙ୍କ କଲ୍ୟାଣପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଅନୁଦାନ

ଉଦାହରଣ : କିରୋସିନି,ପେଟ୍ରୋଲ,ଡିଜେଲ ଆଦି ଉପରେ ରିହାତି ମିଳୁଛି

ସମକକ୍ଷ : ସବ୍‌ସିଡ଼ି

सरकार द्वारा दिया गया वह अनुदान जो आम जनता के कल्याण हेतु हो।

मिट्टी तेल,पेट्रोल,डीज़ल आदि पर उपदान मिलता है।
उपदान, सबसिडी, सब्सिडी, सहायिकी

A grant paid by a government to an enterprise that benefits the public.

A subsidy for research in artificial intelligence.
subsidy

ଅର୍ଥ : ପରିଶୋଧ କରା ଯାଇଥିବା ରାଶିର କିଛି ଭାଗ ଫେରସ୍ତ

ଉଦାହରଣ : ଏହି ଯୋଜନା ନିୟମ ଅନୁସାରେ କିଣିଲେ ଆପଣଙ୍କୁ ରିହାତି ସଙ୍ଗେସଙ୍ଗେ ଫେରସ୍ତ ଦିଆଯିବ

ସମକକ୍ଷ : ରିବେଟ

भुगतानित राशि के कुछ भाग की वापसी।

आपको इस योजना के तहत खरीददारी करने पर रिआयत के साथ ही साथ फिरता भी दिया जाएगा।
कटौती, फिरता, फिरती, रीबेट

A refund of some fraction of the amount paid.

discount, rebate