ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରିମ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରିମ୍   ବିଶେଷ୍ୟ

ଅର୍ଥ : ଚକର ଉପରି ଭାଗ ଯେଉଁଥିରେ ଟାୟାର ଲାଗି ରହିଥାଏ

ଉଦାହରଣ : ସେ ବଜାରରୁ ସାଇକେଲର ରିମ୍ କିଣି ଆଣିଲା

चक्के का ऊपरी गोल भाग जिससे टायर जुड़ा रहता है।

वह बाज़ार से साइकिल की नेमि ख़रीद कर लाया।
नेमि, रिम, रीम

The outer part of a wheel to which the tire is attached.

rim

ଅର୍ଥ : ଯେଉଁ କାଗଜ ବିଡ଼ାରେ କୋଡ଼ିଏ ଦିସ୍ତା ଥାଏ

ଉଦାହରଣ : ସେ ଦୋକାନରୁ ଏକ ରିମ୍ କାଗଜ କିଣିଲା

कागज की वह गड्डी जिसमें बीस दस्ते होते हैं।

उसने दुकान से एक रीम कागज खरीदा।
रीम