ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରିଜର୍ଭ ଫୋର୍ସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରିଜର୍ଭ ଫୋର୍ସ   ବିଶେଷ୍ୟ

ଅର୍ଥ : ଯେଉଁ ସେନା କେବଳ ଆପାତକାଳୀନ ଡ୍ୟୁଟି କରନ୍ତି ଏବଂ ଅନ୍ୟ ସମୟରେ ସେମାନଙ୍କର କୌଣସି ବିଶେଷ କାର୍ଯ୍ୟ ନ ଥାଏ

ଉଦାହରଣ : ଆରକ୍ଷିତ ସେନାମାନଙ୍କୁ ନିୟୋଜିତ କଲାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଲା

ସମକକ୍ଷ : ଆରକ୍ଷିତ ସେନା

वह सेना जो केवल आपातकाल में ही तैनात की जाती है और बाकी समय उनकी कोई विशेष ड्यूटी नहीं होती।

आरक्षित सेना के आने के बाद ही बिगड़ी हुई परिस्थिति नियंत्रण में आई।
आरक्षित सेना, रिजर्व फोर्स

Armed forces that are not on active duty but can be called in an emergency.

military reserve, reserve