ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାମଦୋଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାମଦୋଳି   ବିଶେଷ୍ୟ

ଅର୍ଥ : କାଠରେ ତିଆରି ହୋଇଥିବା ବଡ଼ ଚକ ଯେଉଁଥିରେ ଲୋକମାନେ ବସିବାପାଇଁ ତଥା ତଳଉପର ଘୁରିବାପାଇଁ ଛୋଟ ଛୋଟ ଚଉକି ଲଗାଯାଇଥାଏ

ଉଦାହରଣ : ମେଳଣରେ ପିଲାମାନେ ରାମଦୋଳିରେ ବସିବାପାଇଁ ଜିଦ କରୁଥିଲେ

काठ का बना हुआ वह बड़ा चक्कर जिसमें लोगों के बैठने के लिए ऊपर-नीचे घूमनेवाले छोटे-छोटे चौखटे होते हैं।

मेले में बच्चे हिंडोले पर बैठने की जिद कर रहे थे।
हिंडोरा, हिंडोल, हिंडोला, हिंदोल, हिन्डोरा, हिन्डोल, हिन्डोला, हिन्दोल