ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜନୀତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜନୀତି   ବିଶେଷ୍ୟ

ଅର୍ଥ : ରାଜ୍ୟର ଯେଉଁ ନୀତି ଅନୁସାରେ ପ୍ରଜା ଶାସନ ଏବଂ ପାଳନ ତଥା ଅନ୍ୟ ରାଜ୍ୟ ସହିତ ବ୍ୟବହାର କରାଯାଏ

ଉଦାହରଣ : ରାଜନୀତିରେ କାହାଉପରେ ବିଶ୍ୱାସ କରାଯାଇ ନ ପାରେ

राज्य की वह नीति जिसके अनुसार प्रजा का शासन और पालन तथा दूसरे राज्यों से व्यवहार होता है।

राजनीति में किसी पर विश्वास नहीं किया जा सकता।
राजनय, राजनीति, सियासत

The profession devoted to governing and to political affairs.

politics

ଅର୍ଥ : କ୍ଷମତା ସହ ସମ୍ବନ୍ଧିତ ସାମାଜିକ ବ୍ୟବସ୍ଥା

ଉଦାହରଣ : ଶିକ୍ଷା କ୍ଷେତ୍ରରେ ହେଉଥିବା ରାଜନୀତି କାରଣରୁ ଶିକ୍ଷାକର୍ମ ଖରାପ ହୋଇଗଲାଣି

सत्ता से संबंधित सामाजिक संबंध।

शिक्षा के क्षेत्र में हो रही राजनीति के कारण शिक्षा कर्मी बेहाल हैं।
राजनीति